ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଞ୍ଜଡୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଞ୍ଜଡୀ   ବିଶେଷ୍ୟ

ଅର୍ଥ : ପରିବା, ଫଳ ଉତ୍ପନ୍ନ କରି ବିକୁଥିବା ଜାତିର ମହିଳା

ଉଦାହରଣ : କୁଆଁରୀ କୁଞ୍ଜଡୀ ପାଇଁ କୁଞ୍ଜଡ ବର ଖୋଜାଚାଲିଛି

ସମକକ୍ଷ : କୁଂଜଡୀ, କୁଆଁରୀ କୁଂଜଡୀ, କୁଆଁରୀ କୁଞ୍ଜଡୀ


ଅନ୍ୟ ଭାଷାରେ ଅନୁବାଦ :

तरकारी, फल उत्पन्न करने वाले और बेचने वाले लोगों की जाति की महिला।

अविवाहित कुँजड़ी के लिए कुँजड़े वर की तलाश है।
कुँजड़िन, कुँजड़ी, कुंजड़िन, कुंजड़ी

ଅର୍ଥ : କୁଞ୍ଜଡାର ପତ୍ନୀ

ଉଦାହରଣ : କୁଞ୍ଜଡୀ ପ୍ରତିଦିନ ଝୁଡିରେ ସଜ ପନିପରିବା ନେଇ ଗଳିଗଳି ବୁଲୁଥାଏ


ଅନ୍ୟ ଭାଷାରେ ଅନୁବାଦ :

कुँजड़े की पत्नी।

कुँजड़ी रोज टोकरी में ताज़ी और हरी सब्ज़ियाँ लेकर गली-गली घूमती है।
कुँजड़िन, कुँजड़ी, कुंजड़िन, कुंजड़ी

A married woman. A man's partner in marriage.

married woman, wife